Poetry 1 min read 621.6K reads

କର୍ମଫଳ


ଭଲ କର୍ମର ତାକୁ କି'ବା ମିଳିଗଲା ସୁଫଳ!ସୁଖେ ଦିନ କାଟୁଛନ୍ତି ଏଠି ଦୁର୍ଜନ, ଖଳ!ନିଷ୍ଫଳ ଲାଗେ ଆଜି ଜ୍ଞାନ, ଧର୍ମର ବଳପ୍ରତିପତ୍ତି, ବାହୁବଳ ଯେହୁ ଦେଖାଏ ବଳ।

#କର୍ମଫଳ#ଦିବ୍ୟାଶ୍ରୀକଲମରୁ

— #dibyashreepens
Read more Earn more Learn more