ସରେ ନିର୍ବାଚନ,ଆସେ ବୟାନ।କିଏ ବିଜୟୀ,କିଏ ବିଜିତହୁଏ ଆରୋପ, ପ୍ରତ୍ୟାରୋପଜନତା ଏଠି ସର୍ବଦା କ୍ରିତ।ଜୟ ହେଲେ,ଜନତା ପ୍ରେମରେ ବିକ୍ରିପରାଜୟ ହେଲେ,ଜନତା ଟଙ୍କାରେ ବିକ୍ରି।
ସରେ ନିର୍ବାଚନ,ଆସେ ବୟାନ।
କିଏ ବିଜୟୀ,କିଏ ବିଜିତହୁଏ ଆରୋପ, ପ୍ରତ୍ୟାରୋପଜନତା ଏଠି ସର୍ବଦା କ୍ରିତ।
ଜୟ ହେଲେ,ଜନତା ପ୍ରେମରେ ବିକ୍ରିପରାଜୟ ହେଲେ,ଜନତା ଟଙ୍କାରେ ବିକ୍ରି।